ଭୁବନେଶ୍ୱର: ଭୁବନେଶ୍ୱର ଏୟାରଫିଲ୍ଡ ଥାନା କୁହା ଅଞ୍ଚଳରେ ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ପରୀକ୍ଷାରେ ଅସଫଳ ହୋଇ ଆତ୍ମହତ୍ୟା କରିଥିବା ସନ୍ଦେହ। ଏକାଧିକ ଥର ମେଡିକାଲ ପରୀକ୍ଷା ଦେଇ ବିଫଳ ହୋଇଥିବାରୁ ଏଭଳି ପଦକ୍ଷେପ ନେଇଥିବା କହୁଛନ୍ତି ସ୍ଥାନୀୟ ଲୋକେ।
powered by social2s