ବାପାକୁ ହତ୍ଯା କରି ମାଆକୁ ଦୁଷ୍କର୍ମ କଲା ପୁଅ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଯାଜପୁର: ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଚମ୍ପାଝର ଗାଁରେ ନୃଶଂସ ପୁଅର ବୀଭତ୍ସ କାଣ୍ଡ। ବାପାକୁ ଟାଙ୍ଗିଆରେ ହାଣିବା ହତ୍ୟା କରିବା ପରେ ସାବତ ମାଆକୁ ଦୁଷ୍କର୍ମ କଲା ପୁଅ । ଅଭିଯୁକ୍ତ ପୁଅକୁ କାବୁ କରି ଗାଁ ଲୋକେ ପୋଲିସର ଜିମା ଦେଲେ। ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖିବା ସହ ସାବତ ମା’କୁ ପଚରାଉଚରା କରୁଛି ପୋଲିସ।

powered by social2s