ବୌଦ୍ଧରେ ୨ଟି ବଜ୍ରକାପ୍ତା ଉଦ୍ଧାର

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବୌଦ୍ଧ: ବୌଦ୍ଧ ଜିଲ୍ଲାର ବାଘିଆପଡ଼ା ରେଞ୍ଜ ରୁ ଦୁଇଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କଲା ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ର ସ୍ୱତନ୍ତ୍ର ଟାସ୍କ ଫୋର୍ସ। ଏହି ଘଟଣାରେ ଦୁଇ ଜଣ ଗିରଫ ହୋଇଥିବା ସୂଚନା ମିଳିଛି। ଗତ କିଛି ଦିନ ତଳେ ବୌଦ୍ଧ ରୁ ବାଘ ଛାଲ ଓ ହରିଣ ଛାଲ ଜବତ କରିଥିଲା ସ୍ୱତନ୍ତ୍ର ଟାସ୍କ ଫୋର୍ସ ର ଏକ ଟିମ୍।

powered by social2s