ଭୁବନେଶ୍ୱରରେ ହୋଟେଲ୍ ରୁମ୍ ରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଥାନା ଜଗମାରା ଅଞ୍ଚଳରେ ଥିବା ଏକ ହୋଟେଲ୍ ରୁମ୍ ରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଯୁବକ ଜଣକ ହେଲେ କଟକ ଜିଲ୍ଲା ନିଆଳି ଜଳାହରପୁରର ଦୁର୍ଗା ପ୍ରାସାଦ ମିଶ୍ର। କାଲି ତିନି ଜଣ ସାଙ୍ଗଙ୍କ ସହ ମିଶି ସେ ଜନ୍ମଦିନ ପାଳନ କରିଥିଲେ। ପାର୍ଟି ରେ ଯୁବକଙ୍କ ବାନ୍ଧବୀ ଓ ଅନ୍ୟ ଦୁଇ ବନ୍ଧୁ ଉପସ୍ଥିତ ଥିଲେ। ଜନ୍ମଦିନ ପାର୍ଟି କୁ ଡାକି ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

powered by social2s