ବ୍ରହ୍ମଗିରି: ପୁରୀ ଜିଲ୍ଲା ଗୋପ ଗାଁରେ ଏକ ଘର ବାରଣ୍ଡାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଥିବା ସୂଚନା। ୨୪ ଘଣ୍ଟା ଧରି ପଡ଼ିରହିଛି ମୃତଦେହ । ମୃତକ ପଶ୍ଚିମବଙ୍ଗର, ସେହି ଘରେ ଭଡ଼ା ରହୁଥିବା ଜଣାପଡ଼ିଛି। ମୃତଦେହ ଦୀର୍ଘ ସମୟ ଯାଏଁ ପଡ଼ିରହିବାରୁ ଚାପା ଉତ୍ତେଜନା ଦେଖାଦେଇଛି।
powered by social2s