କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଶ୍ରୀରାମ ଗାଁ ନିକଟ ଜାତୀୟ ରାଜପଥରେ ୩ ଟ୍ରକ୍ ଡ୍ରାଇଭରଙ୍କୁ ଲୁଟିଲେ ଡକାୟତ। ଗତକାଲି ବିଳମ୍ବିତ ରାତିରେ ରାସ୍ତା ଉପରେ ପଥର ରଖି ଗାଡ଼ି ଅଟକାଇଥିଲେ ଓ ମାରଣାସ୍ତ୍ର ଦେଖାଇ ଟଙ୍କା ଓ ମୋବାଇଲ ଫୋନ୍ ଲୁଟ୍ କଲେ ୬ ଜଣ ଡକାୟତ। ଏହା ସହ ଗାଡ଼ି କାଚକୁ ମଧ୍ୟ ପଥରରେ ଛେଚି ଭାଙ୍ଗିଦେଇଛନ୍ତି ଲୁଟେରା।
powered by social2s