ଶିକ୍ଷକଙ୍କୁ ଗଳାକାଟି ହତ୍ୟା

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୁଚିଣ୍ଡା: ସମ୍ବଲପୁରରେ ଜଣେ ଶିକ୍ଷକଙ୍କ ଗଳାକଟା ଅବସ୍ଥାରେ ମୃତଦେହ ଠାବ କରାଯାଇଛି |କୁଚିଣ୍ଡା ଥାନା ଖର୍ଲା ପୋଲ ନିକଟରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି 

ମୃତକ ମନ୍ତ୍ରୀମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ |

powered by social2s