ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା କୁମ୍ଭାରରପଡ଼ାରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଉଭୟ ପକ୍ଷରୁ ୫ ଜଣଙ୍କୁ ଧନୁପାଲି ଥାନାରେ ଅଟକ ରଖିଛି ପୋଲିସ। ଗତକାଲି ରାତିରେ ନିର୍ଦ୍ଦିଷ୍ଟ ଗୋଷ୍ଠୀର ୧୫ ଜଣଙ୍କୁ ପଥର ମାଡ଼ ହୋଇଥିବା ଜଣାପଡ଼ିଛି।
powered by social2s