ଘରେ ପଶି ତଣ୍ଟି କାଟି ନାବାଳିକାର ହତ୍ୟା

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଅନୁଗୁଳ : ଅନୁଗୁଳ ଜିଲ୍ଲା ସଦର ଥାନା କୁଇଓ ଗାଁରେ ଏକତରଫା ପ୍ରେମରୁ ହତ୍ୟାକାଣ୍ଡ ହୋଇଛି।

 

ଏନଟିପିସିର ରଞ୍ଜନ ବେହେରା ନାବାଳିକାଙ୍କୁ ଭଲ ପାଉଥିଲେ । ନାବାଳିକା ରାଜି ନହେବାରୁ ଘରେ ପଶି ହତ୍ୟା କରିଥିବା ଅଭିଯୋଗ କରାଯାଉଛି | ଘଟଣାସ୍ଥଳରେ ନାବାଳିକାର ମୃତ୍ୟୁ ହୋଇଛି । 

powered by social2s