୧୦ କୋଟି ଟଙ୍କାର ଗଞ୍ଜେଇ ଓ ବନ୍ଧୁକ ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବୌଦ୍ଧ: ବୌଦ୍ଧ ଜିଲ୍ଲାର ଏକ ଜଙ୍ଗଲରୁ ୨୮ କୁଇଣ୍ଟାଲ ଗଞ୍ଜେଇ ଓ ବନ୍ଧୁକ ଜବତ ହୋଇଛି। ବଘିଆପଡ଼ା ଫାଣ୍ଡି ଦଙ୍ଗଣି ଜଙ୍ଗଲରୁ ଜବତ ହୋଇଥିବା ସୂଚନା ମିଲିଛି। ଜବତ ଗଞ୍ଜେଇ ର ମୂଲ୍ୟ ୧୦ କୋଟିରୁ ଅଧିକ।

powered by social2s