ଭୁବନେଶ୍ୱର ସାଲିଆସାହିରେ ଦେଶୀ ମଦ ରେଡ୍‌

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଭୁବନେଶ୍ୱର ସାଲିଆସାହିରେ ଅବକାରୀ ଓ ଫ୍ଲାଇଂ ସ୍କ୍ୱାଡ୍‌ର ରେଡ୍‌ ହୋଇଛି। ବେଆଇନ ଦେଶୀ ମଦ ରଖିବା ଓ ବିକ୍ରି ଅଭିଯୋଗରେ ୧୬ ଜଣଙ୍କୁ ଗିରଫ କରିଛି ପୋଲିସ | ବିପୁଳ ପରିମାଣର ଦେଶୀ ମଦ ଜବତ କରି ନଷ୍ଟ କଲେ ପୋଲିସ କର୍ମଚାରୀ |

powered by social2s