ଭୁବନେଶ୍ୱରରେ ଧରା ପଡ଼ିଲେ ୮ ଜଣିଆ ମହିଳା ଲୁଟେରା ଗ୍ୟାଙ୍ଗ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଭୁବନେଶ୍ୱରରୁ ଧରା ପଡ଼ିଲେ ୮ ଜଣିଆ ମହିଳା ଲୁଟେରା ଗ୍ୟାଙ୍ଗ । ନୟାପଲ୍ଲୀ ଥାନା ପୋଲିସ ଦ୍ବାରା ମହିଳା ଗ୍ୟାଙ୍ଗ ଗିରଫ ହୋଇଥିବା ଜଣାପଡ଼ିଛି। ଏମାନେ ବିଭିନ୍ନ ସପିଂ ମଲ୍‌ରୁ ଲୁଟ୍ କରୁଥିଲେ,ଶାଢ଼ୀ ଭିତରେ ଦାମୀ ସାମଗ୍ରୀ ଭର୍ତ୍ତି କରି ଲୁଟୁଥିଲେ| ଗିରଫ ସମସ୍ତ ମହିଳା ପଶ୍ଚିମବଙ୍ଗର ବୋଲି ସୂଚନା ମିଳିଛି |

powered by social2s