କଇଁଛ ଚୋରା ଚାଲାଣ ଅଭଯୋଗରେ ୨ ଅଭିଯୁକ୍ତ ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଳାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଞ୍ଚଳକୁ ଚୋରାଚାଲାଣ ବେଳେ ୯୨ଟି ଜୀବନ୍ତ କଇଁଛକୁ ଜିଲ୍ଲା ମୈଦଲପୁରରୁ ପୋଲିସ ଉଦ୍ଧାର କରିଛି । ଚୋରାଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ପାପଡାହାଣ୍ଡି SDPO ଆଦିତ୍ୟ ସେନ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ।

powered by social2s