୪ ହାତୀ ଦାନ୍ତ ଜବତ, ୫ ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଯଶୀପୁରରେ ଚଢ଼ାଉ କରି ୪ ହାତୀ ଦାନ୍ତ ଜବତ କରିଛି ବନବିଭାଗ । ହାତୀ ଦାନ୍ତ ଜବତ କରିବା ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। । ଶିମିଳିପାଳ ସାଉଥ ଡିଭିଜନ ଓ ସ୍ୱତନ୍ତ୍ର ସ୍କ୍ୱାଡ୍ ଚଢ଼ାଉ କରିଥିଲା ।

powered by social2s