ଚଢ଼ାଉ ବେଳେ ଅବକାରୀ ଅଧିକାରୀଙ୍କୁ ମଦ ମାଫିଆଙ୍କ ଆକ୍ରମଣ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ : ଆଜି କଟକ ଜିଲ୍ଲା ଆଠଗଡ଼ରେ ଅବକାରୀ କର୍ମଚାରୀଙ୍କୁ ମଦ ମାଫିଆ ଆକ୍ରମଣ କରିଛନ୍ତି| ମାଫିଆଙ୍କ ଅତର୍କିତ ଆକ୍ରମଣରେ ୪ କର୍ମଚାରୀ ଆହତ ହୋଇଛନ୍ତି। ମାଡ଼ ମାରିବା ସହ ଅବକାରୀ ଗାଡ଼ି ଭାଙ୍ଗିଲେ ମଦ ମାଫିଆମାନେ | ଖୁଣ୍ଟୁଣି ଥାନା ଡାଳୁଆ ଜଙ୍ଗଲରେ ଚଢ଼ାଉ ବେଳେ ଏହି ଘଟଣା ଘଟିଛି |

powered by social2s