ମାଲକାନଗିରିରେ ବିପୁଳ ପରିମାଣର ମଦ ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ମାଲକାନଗିରି: ମାଲକାନଗିରି ଜିଲ୍ଲା  ଚିତ୍ରକୋଣ୍ଡା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଦେଶୀ ମଦ ଭାଟି ଉପରେ ଚଢ଼ଉ କରାଯାଇଛି।

 

ଗୁଣ୍ଠାବାଡ଼, ଗୋଲାପିଗୁଡ଼ା ଓ କମରଗୁଡ଼ା ଅଞ୍ଚଳରେ ଥିବା ମଦ ଭାଟି ଉପରେ ଚଢ଼ଉ କରି ବିପୁଳ ପରିମାଣର ମଦ ଓ ପୋଚ ଜବତ କରିଛି ପୋଲିସ। 

 

ଜବତ ହୋଇଥିବା ମଦ କୁ ନଷ୍ଟ କରିଦିଆଯାଇଛି।

 

 

powered by social2s