ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଦେଶୀ ମଦ ଭାଟି ଉପରେ ଚଢ଼ଉ କରାଯାଇଛି।
ଗୁଣ୍ଠାବାଡ଼, ଗୋଲାପିଗୁଡ଼ା ଓ କମରଗୁଡ଼ା ଅଞ୍ଚଳରେ ଥିବା ମଦ ଭାଟି ଉପରେ ଚଢ଼ଉ କରି ବିପୁଳ ପରିମାଣର ମଦ ଓ ପୋଚ ଜବତ କରିଛି ପୋଲିସ।
ଜବତ ହୋଇଥିବା ମଦ କୁ ନଷ୍ଟ କରିଦିଆଯାଇଛି।
powered by social2s

