ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଂଦିଆ ଅବକାରୀ ବିଭାଗ ଦ୍ୱାରା ତଳ କାଶୀପୁର ଏବଂ ଦୌଡେଶ୍ୱର ବାଲିଘାଟ ନିକଟରୁ ଆଜି ଅଚାନକ ଚଢ଼ାଉ କରିଥିଲା ।
ସୂଚନା ଯୋଗ୍ୟ, 800ଲିଟର ମହୁଲ ପୋଚ ଏବଂ ବିପୁଳ ପରିମାଣ ର ଦେଶୀ ମଦ ଗଂଦିଆ ଅବକାରୀ ବିଭାଗ ପରିମାଣର ଦେଶୀ ମଦ ଅବକାରୀ ବିଭାଗ ସଦଳ ବଳେ ଚଢ଼ାଉ କରି ଜବତ କରିଥିଲl ।
ଢେଙ୍କାନାଳ ଗଂଦିଆ ରୁ ତାପସଦାସ ଙ୍କ ରିପୋର୍ଟ
powered by social2s