କାଶୀପୁର ଠାରେ ଅବକାରୀ ବିଭାଗ ର ଚଢ଼ାଉ, ଦେଶୀ ମଦ ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଂଦିଆ ଅବକାରୀ ବିଭାଗ ଦ୍ୱାରା ତଳ କାଶୀପୁର ଏବଂ ଦୌଡେଶ୍ୱର ବାଲିଘାଟ ନିକଟରୁ ଆଜି ଅଚାନକ ଚଢ଼ାଉ କରିଥିଲା ।

 ସୂଚନା ଯୋଗ୍ୟ, 800ଲିଟର ମହୁଲ ପୋଚ ଏବଂ ବିପୁଳ ପରିମାଣ ର ଦେଶୀ ମଦ ଗଂଦିଆ ଅବକାରୀ ବିଭାଗ ପରିମାଣର ଦେଶୀ ମଦ ଅବକାରୀ ବିଭାଗ ସଦଳ ବଳେ ଚଢ଼ାଉ କରି ଜବତ କରିଥିଲl ।

 

 

ଢେଙ୍କାନାଳ ଗଂଦିଆ ରୁ ତାପସଦାସ ଙ୍କ ରିପୋର୍ଟ

 

 

powered by social2s