ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଜିଲ୍ଲା ସିନାପାଲି ଥାନା କୁଳିଆପାତର ନିକଟରେ ଏକ ଜୁଆ ଆଡ୍ଡାରେ ପୋଲିସ୍ ଚଢ଼ଉ କରିଛି। ଘଟଣାସ୍ଥଳରୁ ସିନାପାଲି ପୋଲିସ୍ ୧୩ ଜଣଙ୍କୁ ଅଟକ ରଖିଛି। ଜୁଆଡ଼ିଙ୍କ ନିକଟରୁ ୨୯ ହଜାର ଟଙ୍କା ଜବତ କରାଯାଇଛି।
powered by social2s