Warning: getimagesize(/home/odiaray/public_html/images/IMG-20210905-WA0029.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

Warning: getimagesize(/home/odiaray/public_html/images/IMG-20210905-WA0029.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

ମନୋରଞ୍ଜନ / କ୍ରୀଡା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 



ଭୁବନେଶ୍ୱର: ପଆରଏସ୍ ମୁସିକ୍ ନିବେଦିତ ଇନ୍ ଆସୋସିଏଟ୍ ସିଓନ୍ ପ୍ରଡକ୍ସନ ହାଉସ ବ୍ୟାନର୍ ରେ ନୂଆ ଧରଣର ଓଡ଼ିଆ ଆଲବମ୍ (What Shall I Do) ଏଥର ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି।

 

ପଆରଏସ୍ ମୁସିକ୍ ୟୁଟୁବ୍ ଚାନେଲରେ ଏହି ମୁସିକ୍ ଭିଡ଼ିଓରେ ନିର୍ଦ୍ଧେଶନା ,ଚିତ୍ରନାଟ୍ୟ ଓ କୋରିଓଗ୍ରାଫି କରିଛନ୍ତି । ବହୁ ଲୋକପ୍ରିୟ ଭିଜୁଆଲ୍ ଯୁବ ନିର୍ଦ୍ଦେଶକ ଭାରତ ପୁଷ୍ପରାଗ ଏବଂ ନାୟକ ଭୁମିକାରେ ଅଭିନୟ କରିଛନ୍ତି ପ୍ରଦୀପ୍ ଓ ନାୟିକା ଭୁମିକାରେ ଅଛନ୍ତି ବହୁ ଲୋକପ୍ରିୟ ସିରିଏଲ୍ ଅଭିନେତ୍ରୀ ଅଭିପ୍ସା ଭଂଜ ।

 

ଏହି ସୁନ୍ଦର ଭିଜୁଆଲ୍ର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି ଦିଲ୍ଲୀପ କୁମାର ସାହୁ ଓ ତ୍ରିନାଥ ମହାନ୍ତି ଏହି ସଂଗୀତଟିକୁ ଲେଖିଛନ୍ତି ଗୀତିକାର ବସନ୍ତରାଜ୍ ସାମଲ୍ ଓ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବହୁ ପରିଚିତ ମୁସିକ୍ ଡ଼ାଏରେକଟର ପ୍ରେମାନନ୍ଦ ।  ଗୀତଟିକୁ ଗାଇଛନ୍ତି ଓଡ଼ିଶାର ବହୁ ଲୋକପ୍ରିୟ ସିଙ୍ଗର୍ ହୁମାନ୍ ସାଗର । ଏହି ଭିଜୁଆଲ୍ ର ଡ଼ଓପି ଅଛନ୍ତି ଦିଲୁ ଓ କେଶ ଶଯ୍ୟାରେ ଅଛନ୍ତି ପିଙ୍କି ଓ ମେକପ୍ ଦାୟିତ୍ୱ ରେ ଅଛନ୍ତି ମାନସ ବେହେରା ଓ କଷ୍ଟୟୁମ୍ ଦାୟିତ୍ୱ ନେଇଛନ୍ତି ମୁନା ଓ ରୀଙ୍କୁ ।

 

 

powered by social2s