ଗଜପତି : ଗଜପତି ଜିଲ୍ଲାର ମୋହନା ଅଂଚଳର ଏକ ଜଙ୍ଗଲରୁ ୩୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ | ଅଡ଼ବା ଥାନା ବାଚିପଙ୍କା ନିକଟ ଜଙ୍ଗଲରୁ ଗଚ୍ଛିତ ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା | ଏହି ଚଢାଉରେ କେହି ଧରାପଡ଼ିନାହାନ୍ତି ।
powered by social2s