ଭୁବନେଶ୍ୱର: ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ସାରା ଓଡିଶାରେ ଆସନ୍ତା ୨୨ ତାରିଖରୁ ୩ ଦିନ ଧରି ବିଜେଡି ପ୍ରତିବାଦ କରିବ।
ଏନେଇ ବିଜେଡି ନେତା ପ୍ରଣବ ବଳବନ୍ତରାୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏଥିରେ ୩ଟି ଆରଡିସି ଡିଭିଜନ ରେ ବିଜେଡ଼ି ପକ୍ଷରୁ ଆନ୍ଦୋଳନ କରାଯିବ।
ବିଜେଡିର ମହିଳା, ଛାତ୍ର ଓ ଯୁବ ସଂଗଠନର ସଭ୍ୟମାନେ ଏହି ଆନ୍ଦୋଳନରେ ସାମିଲ ହେବେ ବୋଲି ବଳବନ୍ତରାୟ କହିଛନ୍ତି।
powered by social2s