ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ବୁର୍ଲା(୦୫/୧୨/୨୦୨୦): ସମ୍ବଲପୁର ଜିଲ୍ଲା VIMSAR ରେ ଥିବା ପାଞ୍ଚଟି ଫ୍ରିଜର ପୋଡିଯାଇଥିବା ସୂଚନା ମିଳିଛି।

ଆଜି ଶର୍ତ ସର୍କିଟ ଯୋଗୁ ମେଡିକାଲ ର ରକ୍ତ ଭଣ୍ଡାର ର ୫ ଟି ଫ୍ରିଜର ପଡିଯାଇଛି।

ଫ୍ରିଜର ଗୁଡିକରେ ବିଭିନ୍ନ ଗ୍ରୁପ ର ରକ୍ତ ଓ ପ୍ଲାସ୍ମା ରଖା ଯାଇଥାଏ।

 

powered by social2s