ଲମତାପୁଟ: କୋରାପୁଟ ଜିଲ୍ଲା କାକଲାପଡ଼ା ଜଙ୍ଗଲରୁ କାର୍ ଭର୍ତ୍ତି ଗଞ୍ଜେଇ ଜବତ ହୋଇଛି । ମାଛକୁଣ୍ଡ ଓ ଲଲମାପୁଟ ପୋଲିସଙ୍କ ମିଳିତ ଚଢାଉ ବେଳେ ଗଞ୍ଜେଇ ଜବତ ହୋଇଥିବାର ସୂଚନା ମିଳିଛି। କାର୍ ଛାଡ଼ି ପଳେଇଲେ ମାଫିଆ । ଗାଡ଼ିରେ ୧ କ୍ଵିଣ୍ଟାଲ ରୁ ଅଧିକ ଗଞ୍ଜେଇ ଥିବା ଜଣାପଡ଼ିଛି ।
powered by social2s