Warning: getimagesize(/home/odiaray/public_html/images/BeautyPlus_20211030125251041_save.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

ରାଜନୀତି
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଅକ୍ଟୋବର ୩୧ ତାରିଖରେ ବିଜେଡି ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଦଳ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ନଭେମ୍ବର ୧ ତାରିଖରେ ପ୍ରତି ନିର୍ବାଚନ ମଣ୍ଡଳୀରେ ବିକ୍ଷୋଭ ପ୍ରଦର୍ଶନ କରିବେ ବିଜେଡି ମହିଳା ମୋର୍ଚ୍ଚା ସଦସ୍ୟ। ସେହିପରି ନଭେମ୍ବର ୫ ରୁ ୭ ତାରିଖ ଯାଏଁ ଯୁବ ମୋର୍ଚ୍ଚାର ସଦସ୍ୟ ମାନେ ଓଡ଼ିଶାର ବିଭିନ୍ନ ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବେ । ବିଜେଡି ନେତା ଅତୁନ ସବ୍ୟସାଚୀ ନାୟକ କହିଛନ୍ତି ଯେ ପେଟ୍ରୋଲ,ଡିଜେଲ୍ ଓ LPG ଦର ବହୁ ପରିମାଣରେ ବୃଦ୍ଧି ପାଇଛି । କୋରନା ପାଇଁ ବେରୋଜଗାରୀ ବଢ଼ିଥିବା ବେଳେ ଦରଦାମ୍ ବୃଦ୍ଧି ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି ।

powered by social2s