ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

ମନୋରଞ୍ଜନ / କ୍ରୀଡା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 



ଭୁବନେଶ୍ୱର: ୧୮.୧୨.୨୦ ଏବଂ ୧୯.୧୩.୨୦ ଦୁଇ ଦିନ ଧରି ୱିନର୍ସ କ୍ଲବ ସହିଦନଗର ପରିସରରେ ଏକ ଭଲୀ ବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି।

୪ ଟି ଟିମ୍-ନିଳ, ସବୁଜ, ମେରୁନ, ଆକାଶୀ ର ଭିତରେ ହୋଇଥିଲା।

ମ୍ୟାଚ୍ ଗୁଡ଼ିକ ମଧ୍ୟ ରୋମାଞ୍ଚ କର ହୋଇଥିଲା।

ଆଜିର ମ୍ୟାଚ ରେ ବିର୍ସା ବ୍ଲୁ ୱାରିଅର୍ ଚମ୍ପିୟାନ ହୋଇଥିଲେ।
ବିର୍ସା ରେଡ ୱାରିଓର ରନରସ୍ ଅପ ହୋଇଥିଲେ।

କାର୍ଯ୍ୟକ୍ରମ ରେ ନାରାୟଣ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମ୍ୟାଚ୍ ଆରମ୍ଭ କରିଥିଲେ।

ରୁଦ୍ର ନାରାୟଣ ସାମନ୍ତରାୟ, ଉମାନାଥ ମିଶ୍ର , ଲଲିତ ମୋହନ ପଣ୍ଡା,ମନୋଜ ରାଉଳ, ରଞ୍ଜନ ସାମଲ, ମଳୟ ରଞ୍ଜନ ମହାପାତ୍ର, ସନ୍ତୋଷ ରାଓ, ଗଣେଶ ରାଓ, ଭବାନି ଜେନା, ସୁନିଲ ତାଡ଼, ବିଭୁ, ସୁନିଲ ସାହୁ, ମନୋରଞ୍ଜନ ପଲେଇ, ଶ୍ରୀନିବାସ ରାଓ,ରାହୁଲ ପଲେଇ ଓ କ୍ଲବ ର ବହୁ ସଦସ୍ୟ ଯୋଗ ଦେବା ସହିତ ମ୍ୟାଚ ଗୁଡିକୁ ପରିଚାଳନା କରିଥିଲେ।

 

powered by social2s