ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
 
ଭୁବନେଶ୍ୱର: ଭୁବନେଶ୍ୱର ଫାଳିକିଆ ବସ୍ତିରେ ଦୁଇ ଗୋଷ୍ଠୀ ମଧ୍ୟର ସଂଘର୍ଷ, ବୁଲିଲା ଖଣ୍ଡା ଓ କଟୁରି। ଦୁଇ ଗୋଷ୍ଠୀର ଏକାଧିକ ଆହତ ହୋଇଥିବା ସୂଚନା। ଆହତ ମାନେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
powered by social2s