Warning: getimagesize(/home/odiaray/public_html/images/IMG-20211208-WA0013.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି ହୋଇଥିବା ଅଭିଯୋଗ ହୋଇଛି। ୪ ଟି ଔଷଧ ଦୋକାନରୁ ୩ ଲକ୍ଷ ଟଙ୍କା ସହ ଦାମୀ ଔଷଧ ଚୋରି କରିଛନ୍ତି ଦୁର୍ବୁତ୍ତ। ନଗଦ ଟଙ୍କା ଓ ଔଷଧ କୁ ମିଶାଇ ୧୦ ଲକ୍ଷ ଟଙ୍କା ହେବ। ଖବର ପାଇ ତଦନ୍ତ ଆରମ୍ଭ କରିଛି ଖଣ୍ଡଗିରି ଥାନା ପୋଲିସ।

powered by social2s