ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 


ଭୁବନେଶ୍ୱର ତା ୨୪.୧.୨୧ ରେ ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶହୀଦନଗର ସାଂସ୍କୃତିକ ସମିତି, ବିଷ୍ଣୁ ମନ୍ଦିର ଠାରେ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା।

ଆଜିର କାର୍ଯ୍ୟକ୍ରମରେ ଡ ମୋହନ ଡାଇବେଟିକ, କଳିଙ୍ଗ ହସପିଟାଲ, ଆୟୁର୍ବଦିକ, ହୋମଓପାଥିକ, ଦାନ୍ତ, ଅଡିଓଲୋଯିଷ୍ଟ, ଓ ଏ ସ ଯି ଆଖି ପକ୍ଷରୁ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ପରାମର୍ଶ ଦିଆଯାଇ ଥିଲା।

ଡ ସଂଜିତ ପଣ୍ଡା, ଡ ରବିନ୍ କର, ଡ ଶିବ ପ୍ରସାଦ ସାହୁ,ଡ ଅମୂଲ୍ୟ ରତ୍ନ ବିଶ୍ଵାଳ, ନାରାୟଣ ମହାପାତ୍ର, ଲଲିତ ମୋହନ ପଣ୍ଡା, ନବକିଶୋର ମହାଳିକ, ବିଜୟ କୁମାରବ୍ରହ୍ମା,ଉମାନାଥ ମିଶ୍ର, ଶ୍ରୀନିବାସ ରାଓ, ବିଦ୍ୟାନ୍ତ ଶେଖର ସିଂ, ହେମନ୍ତ ମଲିଆ ସରୋଜ ପାତ୍ର, ଜିତେନ୍ଦ୍ରରଥ, ଅଜୟ ହରିଚନ୍ଦନ, ଅଖିଳ କୁମାର ସାହୁ,ପ୍ରକାଶ ନାୟକ ଓ ବିଶ୍ବରଂଜନ ପଣ୍ଡା ପ୍ରମୁଖ ଉପସ୍ଥିତ ହୋଇ ସହଯୋଗ କରିଥିଲେ।

 

 

powered by social2s