ଭୁବନେଶ୍ୱର ଝାରପଡାରେ ବୋମାମାଡ଼

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ଝାରପଡାରେ ବୋମାମାଡ଼। ଟଙ୍କା ନେଣଦେଣକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ସନ୍ଦେହ। ଘର ନିର୍ମାଣ ବାବଦ ଟଙ୍କା ମାଗିବାକୁ ଆସିଥିବା ବେଳେ ବୋମାମାଡ଼ ହୋଇଛି। କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ। ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି।

powered by social2s