ସୋର: ବାଲେଶ୍ଵର ଜିଲ୍ଲାର ୫ ମନ୍ଦିର ଓ ୨ ଘରୁ ଲୁଟ୍ ହୋଇଛି। ଖଇରା ଥାନା ମହତିପୁର ପଞ୍ଚାୟତରେ ଏକାଥରରେ ଘଣ୍ଟେଶ୍ଵର, ଜଗନ୍ନାଥ, ସାଇ, କଣ୍ଟେଇଶୁଣି ଓ ଗାୟତ୍ରୀ ମନ୍ଦିରରୁ ଲୁଟ୍ ହୋଇଥିବା ଜଣାପଡିଛି। ମନ୍ଦିରରୁ ସୁନା ଗହଣା ସହ ସମାଗ୍ରୀ ଲୁଟିନେଲେ ଦୁର୍ବୃତ୍ତ। ମନ୍ଦିର ସହ ଖଇରା ଥାନା ଖନ୍ତାପଡ଼ା ଗାଁର ଦୁଇଟି ଘରୁ ଲୁଟିଲେ ଦୁର୍ବୃତ୍ତ।
powered by social2s

