ବାଲେଶ୍ବର: ଜଳପଥରେ ଜଳପଥରେ ଗୁଆ ଚାଲାଣ କରୁଥିବା ଅଭିଯୋଗରେ ୩ ଜଣ ଅଟକ ଥିବା ସୂଚନା। ବାଲେଶ୍ବର ଜିଲ୍ଲା ବାହାବଳପୂର ସମୁଦ୍ର ମୁହାଣ ନିକଟରେ ଚଢାଉ କଲେ ମାରାଇନ୍ ଥାନା ଓ ବସ୍ତା ଥାନା ପୋଲିସ। ବିପୁଳ ପରିମାଣର ଗୁଆ, ୪ କଣ୍ଟେନର ଓ ଗୋଟିଏ ଡଙ୍ଗା ଜବତ କରାଯାଇଛି।
powered by social2s