କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରି ଥାନା ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ଅଣ୍ଟାରୁ ବାହାରିଲା ବନ୍ଧୁକ। ଗଣିତ ଶିକ୍ଷକ ଯାଞ୍ଚ କରିବାରୁ ଅଣ୍ଟାରୁ ବାହାରିଥିଲା ବନ୍ଧୁକ। ପ୍ରଧାନଶିକ୍ଷକଙ୍କ ଅଭିଯୋଗ ପରେ ବନ୍ଧୁକ ଜବତ କଲା ପୋଲିସ। ଜବତ ବନ୍ଧୁକକୁ ଫରେନ୍ସିକ ଟେଷ୍ଟ ପାଇଁ ପଠାଇଲା ପୋଲିସ। ଛାତ୍ରକୁ ସୁଧାର ଗୃହରେ ରଖାଯାଇଛି।
powered by social2s

