ଭୁବନେଶ୍ୱରରେ ଦୁଇ ଯୁବତୀଙ୍କ ଠାରୁ ୪୦ ହଜାର ଲୁଟ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱରର ନୀଳାଦ୍ରି ବିହାର ଅଂଚଳରେ ଦୁଇଜଣ ଯୁବତୀଙ୍କ ଠାରୁ ୪୦ ହଜାର ଟଙ୍କା ଲୁଟ ହୋଇଥବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଏଟିଏମ ରୁ ଟଙ୍କା ଉଠାଇ ଭ୍ୟାନିଟି ବ୍ୟାଗରେ ରଖିବା ବେଳେ ଦୁଇ ଜଣ ଦୁର୍ବୁତ୍ତ ତାଙ୍କ ଠାରୁ ବ୍ୟାଗଟି ଝାମ୍ପି ନେଇ ଏକ ପଲସର ବାଇକ୍ ରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

powered by social2s