ଖୋର୍ଦ୍ଧା: ଖୋର୍ଦ୍ଧାରେ ଅନ୍ତଃ ରାଜ୍ୟ ବନ୍ଧୁକ ଚାଲାଣ ରାକେରର ପର୍ଦାଫାସ କଲା କ୍ରାଇମ ବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କ ଫୋର୍ସ। ବନ୍ଧୁକ ବେପାରୀ ଓ ମଧ୍ୟସ୍ଥ ଗିରଫ ହୋଇଥିବା ଜଣାପଡ଼ିଛି। ୫ ରୁ ଅଧିକ ବନ୍ଧୁକ ଓ ବହୁ ଗୁଳି ଜବତ ହୋଇଥିବା ସୂଚନା ମିଳିଛି।
powered by social2s