କୋରାପୁଟରେ ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋରାପୁଟ: କୋରାପୁଟ ଜିଲ୍ଲା ବଣିଆ ଅଞ୍ଚଳରୁ ଏକ ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର କରିଛି କୋଟପାଡ଼ ବନ ବିଭାଗ। ବଜ୍ରକାପ୍ତାକୁ ୫ ଲକ୍ଷ୍ୟ ଟଙ୍କାରେ ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ ଚଢ଼ାଉ କରିଥିଲେ ବନବିଭାଗ କର୍ମଚାରୀ। ଉଦ୍ଧାର ବଜ୍ରପାତର ଓଜନ ୪ କେଜି ୬୦୦ ଗ୍ରାମ।

powered by social2s