କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ତହସିଲ କାର୍ଯ୍ୟାଳୟ ନିକଟରେ ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କା ଲୁଟ ହୋଇଥିବା ସୂଚନା। ଏକ ପଲସର ବାଇକରେ ଆସି ଭକ୍ତବନ୍ଧୁ ମହନ୍ତଙ୍କ ଠାରୁ ତାଙ୍କ ଝାମ୍ପିନେଲେ ଦୁଇ ଜଣ ଦୁର୍ବୁତ୍ତ। ଭକ୍ତବନ୍ଧୁ ବ୍ୟାଙ୍କରୁ ତାଙ୍କ ଉଠାଇ ଫେରିବା ବେଳେ ଏପରି ଘଟଣା ଘଟିଥିବା ଜଣାପଡ଼ିଛି।
powered by social2s

