୨ କିଲୋରୁ ଉର୍ଦ୍ଧ୍ବ ବ୍ରାଉନ ସୁଗର ଜବତ, ଜଣେ ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

୨ କିଲୋରୁ ଉର୍ଦ୍ଧ୍ବ ବ୍ରାଉନ ସୁଗର ଜବତ, ଜଣେ ଗିରଫ ବାଲେଶ୍ଵର: ଆଜି କ୍ରାଇମ ବ୍ରାଞ୍ଚ ଏସଟିଏଫ ର ଅଧିକାରୀ ମାନେ ଅତର୍କିତ ଚଢ଼ାଉ କରି ବାଲେଶ୍ବର ଜିଲ୍ଲାର ଅରଡ଼ ବଜାର ରୁ ୨ କିଲୋ ୪୦୨ ଗ୍ରାମ ଓଜନର ବ୍ରାଉନ ସୁଗର ଜବତ କରିଥିବା ବେଳେ ଶେଖ ରାଜୁ ନାମକ ଜୈନକ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣେ ଅନ୍ତରାଷ୍ଟ୍ରୀୟ ଚୋରା ବ୍ରାଉନ ସୁଗର ବ୍ୟବସାୟୀ ବୋଲି କୁହାଯାଉଛି।

powered by social2s