ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ଡକାୟତି ଗ୍ୟାଙ୍ଗ କୁ କାବୁ କରିଛି କମିଶନରେଟ ପୋଲିସ ।ଏଥିସହିତ ୫୧ଟି ମୋବାଇଲ ଫୋନ ଓ ଗୋଟିଏ ବାଇକ୍ ଜବତ କରିଛି ପୋଲିସ ।ଏହି ଗ୍ୟାଙ୍ଗ ଭୋର୍ ସମୟରେ ଡକାୟତି କରନ୍ତି । ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍ ଗୁଡ଼ିକୁ ମାରଣାସ୍ତ୍ର ଦେଖାଇ ଲୁଟ୍ କରୁଥିବା ପୋଲିସ ସୂଚନା ଦେଇଛି ।
powered by social2s

