କୋରାପୁଟ: କୋରାପୁଟ ଜିଲ୍ଲା ସୁନାବେଡ଼ା ଅଞ୍ଚଳରେ ଜଣେ କ୍ୟାଡର ମହିଳା ମାଓବାଦୀ ପୋଲିସ ଡିଜି ଅଭୟଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। କେକେବିଏନ୍ ଡିଭିଜନ୍ ରେ ଏସିଏମ୍ ଭାବେ କାମ କରୁଥିଲେ ଫୁଲବତୀ। ୨୦୧୯ ରେ ବିଭିନ୍ନ ହିଂସାରେ ସେ ଜଡ଼ିତ ଥିଲେ।
powered by social2s