ଗଜପତିରେ ଟ୍ରାକ୍ଟର ସହ କାଠଖଣ୍ଡ ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ମୋହନା: ଗଜପତି ଜିଲ୍ଲା ଲେମ୍ବାପଙ୍କା ନିକଟରେ ଏକ ଟ୍ରାକ୍ଟର ସହ ବିପୁଳ ପରିମାଣର କାଠଖଣ୍ଡ ଜବତ ହୋଇଥିବା ସୂଚନା ମିଳିଛି। ଚୋରାଚାଲାଣ ଅଭିଯୋଗରେ ଦୁଇ ଅଭିଯୁକ୍ତ ବାବୁଲା ଦଳେଇ ଓ ପ୍ରମୋଦ ମଲ୍ଲିକଙ୍କ ଅଟକ ରଖିଛି ମୋହନା ପୋଲିସ।

powered by social2s