କେନ୍ଦୁଝରରେ ୧୦ ଲକ୍ଷ ଟଙ୍କାର ବିଦେଶୀ ମଦ ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଅଞ୍ଜର ବାର୍ ରୁ ୧୦ ଲକ୍ଷ ଟଙ୍କାର ବିଦେଶୀ ମଦ ଜବତ ହୋଇଛି। ଏହା ସହ ନଗଦ ୧୭ ହଜାର ଟଙ୍କା ମଧ୍ଯ ଜବତ ହୋଇଥିବା ସୂଚନା ମିଳିଛି। ବାର୍ ର ସିଲ୍ ଭାଙ୍ଗି ଛାତ ଉପରେ ମଦ ବିକ୍ରି ସମୟରେ ଚଢ଼ାଉ କରିଥିଲା ପୋଲିସ। ନିର୍ବାଚନ ପାଇଁ ମଦ ଦୋକାନ ଓ ବାର୍ ସିଲ୍ କରିଥିଲା ପୋଲିସ।

powered by social2s