ବାଲେଶ୍ବର: ବାଲେଶ୍ଵର-ଚାନ୍ଦିପୁର ରାସ୍ତାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ସୂଚନା। ରାସ୍ତା କଡ଼ରୁ ରକ୍ତାକ୍ତ ମୃତଦେହ ଜବତ କଲା ପୋଲିସ। ବେକ, ପିଠି ଓ ହାତରେ ରହିଛି ଆଘାତ ଚିହ୍ନ। ମୃତ ଯୁବକ ହେଲେ ସୁନହଟ ଅଞ୍ଚଳର ସତ୍ୟ ଶିବ ଦାସ।
powered by social2s