ଉଦଳା: ମୟୁରଭଞ୍ଜ ଜିଲ୍ଲାର ମୋବାଇଲ ଲୁଟିଥିବା ବାପା-ପୁଅଙ୍କୁ ଧରିଲା ପୋଲିସ। ଉଭୟଙ୍କ ଠାରୁ ୮୦ ଟି ମୋବାଇଲ ଫୋନ ଜବତ ହୋଇଥିବା ସୂଚନା। ବାପା ଶୁଭକର ମହାକୁଡ଼ ଓ ପୁଅ ଜାତୀନ୍ଦ୍ର ମହାକୁଡ଼ ଙ୍କୁ ମୋବାଇଲ ଲୁଟିବାରେ ସହଯୋଗ କରୁଥିଲା ସତ୍ୟବ୍ରତ ବେହେରା। ଖୁଣ୍ଟା ଥାନା କେନ୍ଦୁଆମୁଣ୍ଡି ଗାଁରେ ତିନି ଲୁଟେରା। କପ୍ତିପଦା ପୋଡ଼ାଡିହା ଗାଁରେ ଲୁଚାଇଥିଲେ ମୋବାଇଲ।
powered by social2s

