ପୁରୀ: ପୁରୁଣା ଡେଲାଙ୍ଗ ଗୁଣ୍ଡୁଚି ପାଟଣାରେ ପୁରୀ ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ସ୍କ୍ଵାଡ଼ର ନିରୀକ୍ଷକଙ୍କ ନେତୃତ୍ଵରେ ଏକ ଟିମ ଚଢାଉ କରି ୧୦, ୨୦,୦୦୦ ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ବ୍ରାଉନସୁଗାରର ଜବତ କରିଛି। ଜ୍ୟୋସ୍ନାରାଣୀ ପରିଡା ନାମକ ମହିଳାଙ୍କ ନିକଟରୁ ୧୦୨ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିବା ସୂଚନା।
powered by social2s

