ଭୁବନେଶ୍ୱର: ଭୁବନେଶ୍ୱର ଶାସ୍ତ୍ରୀ ନଗରରେ ଜଣେ ମହିଳାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ସୂଚନା ମିଳିଛି। ମୃତ ମହିଳା ହେଲେ ଶୁଭଶ୍ରୀ ମହାପାତ୍ର। ଖାରବେଳ ନଗର ଥାନାରେ ଶୁଭଶ୍ରୀଙ୍କ ସ୍ଵାମୀ ଅନନ୍ତ ନାରାୟଣ ନାଥ ଅଭିଯୋଗ କରିଛନ୍ତି । ଗତକାଲି ଘରେ ଏକୁଟିଆ ଥିଲେ ଶୁଭଶ୍ରୀ ବୋଲି କହିଛନ୍ତି ତାଙ୍କ ସ୍ୱାମୀ।
powered by social2s

