କେନ୍ଦୁଝର: କେନ୍ଦୁଝର ଘସିପୁରା ଥାନା ବାରିଗାଁଠାରେ ଲୁଟେରାଙ୍କ ଉନ୍ମତ୍ତ କାଣ୍ଡ। ବାରିଗାଁରେ ଗତକାଲି ବିଳମ୍ବିତ ରାତିରେ ଘର କବାଟ ଭାଙ୍ଗି ସଶସ୍ତ୍ର ଲୁଟ୍ ହୋଇଛି। ଲୁଟେରାମାନେ ଘର କବାଟ ଭାଙ୍ଗି ଘରେ ପଶିଥିଲେ ଓ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଏବଂ ମୋବାଇଲ୍ ଫୋନ୍ ଲୁଟି ନେଇଥିଲେ । ଲୁଟେରାଙ୍କ ଆକ୍ରମଣରେ ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି।
powered by social2s

