ଭୁବନେଶ୍ୱର: ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ ଥିବା ଡିସିବି ବ୍ୟାଙ୍କ ସମ୍ମୁଖରେ ଜଣେ ମହିଳାଙ୍କ ଠାରୁ ୮,୦୦୦ ଟଙ୍କା ଓ ଦୁଇଟି ଏଟିଏମ୍ କାର୍ଡ ଲୁଟ୍ ହୋଇଥିବା ଜଣାପଡ଼ିଛି। ଏକ ପଲସର ବାଇକ୍ ରେ ଆସି ଟଙ୍କା, ଏଟିଏମ୍ ଓ ସ୍କୁଟି ନେଇଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି ମହିଳା। ମହିଳା ଜଣକ ଆଜି ସକାଳୁ ୟୁନିଟ ୪ ମାର୍କେଟରୁ ପରିବା କିଣି ଫେରୁଥିବା ସମୟରେ ଏହି ଘଟଣା ଘଟିଥିବା ସୂଚନା।
powered by social2s

