ରାଜଧାନୀରେ ବିଷ ପିଇ ୨ ଜଣଙ୍କ ଆତ୍ମହତ୍ଯା

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ଭରତପୁର ଫୁଲେଶ୍ୱରୀ ବସ୍ତିରେ ବିଷ ପିଇ ଜଣେ ବ୍ୟକ୍ତି ଓ ମହିଳା ଆତ୍ମହତ୍ଯା କରିଛନ୍ତି। ମୃତ ପୁରୁଷ ଜଣଙ୍କ ନିଜ ପତ୍ନୀ ଓ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଛାଡ଼ି ଏକାଠି ଗୋଟିଏ ଘରେ ରହୁଥିଲେ। ପାରିବାରିକ କଳହ ପାଇଁ ଦୁହେଁ ବିଷ ପିଇ ଆତ୍ମହତ୍ଯା କରିଥିବା ସୂଚନା।

powered by social2s